ତ୍ରିକୋଣମିତିକ ଅନୁପାତ
Exercise and reference answers
- Matching pairs
- Left
- ସୂକ୍ଷ୍ମକୋଣର Sin ହେଉଛି କାହାର ଅନୁପାତ
- Right
- ସମ୍ମୁଖ ବାହୁ ଏବଂ କର୍ଣ୍ଣ
- Left
- ସୂକ୍ଷ୍ମକୋଣର Cos ହେଉଛି କାହାର ଅନୁପାତ
- Right
- ସଂଲଗ୍ନ ବାହୁ ଏବଂ କର୍ଣ୍ଣ
- Left
- Secant ହେଉଛି କାହାର ବ୍ୟୁତ୍କ୍ରମ
- Right
- Cosine
- Left
- sin²θ + cos²θ ର ମାନ ହେଉଛି
- Right
- 1
- Instructions
- ତ୍ରିକୋଣମିତିକ ପଦଗୁଡ଼ିକୁ ସଂଜ୍ଞା ସହିତ ମିଳାନ୍ତୁ